ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି

ନୂଆଦିଲ୍ଲୀ : ମୋଟର ଯାନ ଅଧିନିୟମର ଧାରା ୪୨.୨ ଅନୁସାରେ ରାଜ୍ୟ ସରକାର ମୋଟର ଯାନ ଫଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇ ଥିବା ଫି’ରୁ ଅଧିକ ଫି ନେଇ ପାରିବେ ନାହିଁ। ଫ୍ୟାନସି ନମ୍ବରର ନିଲାମ ମଧ୍ୟ ଏହି ଧାରାର ଅନୁସାରେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ମନୋଜ ସ୍ୱରୂପଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦାଖଲ କରାଯାଇଥିବା … Continue reading ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି